ଘୃଣିତ
ଦେଖଣା
ଘୃଣିତ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
(ଘୃଣିତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ. (ଘୃଣା ଧାତୁ+କର୍ମ. ତ; କିମ୍ୱା ଘୃଣା+ ସଂଜାତାର୍ଥେ ଇତ)
[ସମ୍ପାଦନା]- ୧. ଘୃଣାଜନକ; ହେୟ — ୧. Detestable; hateful.
- ୨. ନିନ୍ଦିତ; ନିନ୍ଦ୍ୟ —୨. Blame-worthy.
- ୩. ଜଘନ୍ୟ —୩. Mean; ignoble.
- ୪. ଦୟାର୍ଦ୍ର —୪. Kind.
- ୫. ଅନୂଗ୍ରହପ୍ରାପ୍ତ —୫. Favoured.
- ୬. ଯାହା ମନରେ ଦୟାର ଉଦ୍ରେକ କରେ —୬. Pitiable.