Jump to content

ଘୃଣୀ

ଉଇକିଅଭିଧାନ‌ରୁ

ଘୃଣୀ

ଉଚ୍ଚାରଣ

[ସମ୍ପାଦନା]
(file)
(ଘୃଣିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଘୃଣା+ଅଛି ଅର୍ଥରେ ଇନ୍; ୧ମ୧ବ)

[ସମ୍ପାଦନା]
୧. ଯେ ସର୍ବଦା ଅନ୍ୟ ଲୋକଙ୍କୁ ଘୃଣା କରେ — ୧. One who shows contempt to other persons.
୨. ବିଦ୍ୱେଷକାରୀ —୨. Malicious.
୩. ଯେ ସର୍ବଦା ଗାଳି ଦିଏ —୩. Abusive; censorious.
୪. ଦୟାଳୁ; କୋମଳହୃଦୟ — ୪. Kind; tnder-hearted.