ଘୃତ
ଦେଖଣା
ଘୃତ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଘୃ ଧାତୁ=କ୍ଷରିତ ହେବା; ଦୀପ୍ତିପାଇବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ଘିଅ —୧. Ghee; clarified butter.
- ୨. ନବନୀତ —୨. Butter.
- ୩. ଜଳ —୩. Water.
- ୪. (+ଭାବ. ତ)—ଦୀପ୍ତି —୪. Brightness.
- ୫. ଆୟୁର୍ବେଦର ଉପଦେଶମତେ ଔଷଧାର୍ଥ ଅନ୍ୟ ଦ୍ରବ୍ୟ ସଙ୍ଗେ ରନ୍ଧା ଯାଇଥିବା ଘୃତ —୫. Medicated ghee.
(ଯଥା—ଛାଗଳାଦି ଘୃତ)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. (+କର୍ମ. ତ) ଦୀପ୍ତ — ୧. Bright; dazzling
- ୨. ଛିଞ୍ଚା ହୋଇଥିବା —୨. Sprinkled.
- ୩. ଆଲୋକିତ —୩. Lighted; illuminated.