Jump to content

ଘୃତଧାରା

ଉଇକିଅଭିଧାନ‌ରୁ

ଘୃତଧାରା

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଘୃତ+ଧାରା)

[ସମ୍ପାଦନା]
୧. ବସୁ ଧାରା; ପ୍ରତିଷ୍ଠା ଆଦି ଉପଲକ୍ଷରେ କରା— ଯିବା ହୋମ ସମାପନାନ୍ତେ କାନ୍ଥରେ ଯେଉଁ ଘିଅର ଧାର ଦିଆଯାଏ —୧. Streamlet of ghee made to turn down a wall in connection with a home.
୨. ପଶ୍ଚିମ ଦେଶର ନଦୀବିଶେଷ (ହିନ୍ଦୀ - ଶବ୍ଦସାଗର) — ୨. Name of a river of the western regions.
୩. ଘୃତସମୁଦ୍ର —୩. The ocean of ghee.
୪. ଘୃତପ୍ରବାହ —୪. A current of ghee; a continuous stream of ghee.