Jump to content

ଘୃତପ

ଉଇକିଅଭିଧାନ‌ରୁ

ଘୃତପ

ଉଚ୍ଚାରଣ

[ସମ୍ପାଦନା]
(file)
(ଘୃତପା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଘୃତ+ପା ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଯେ ଘୃତ ପାନ କରେ — One who drinks ghee.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଆଜ୍ୟପ ନାମକ ପିତୃଗଣ — Name of a class of manes.