Jump to content

ଘୃତପୃଷ୍ଠ

ଉଇକିଅଭିଧାନ‌ରୁ

ଘୃତପୃଷ୍ଠ

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ଘୃତ ପରି ପୃଷ୍ଠ ଯାହାର)

[ସମ୍ପାଦନା]

ଯାହାର ପିଠି ଚିକଣିଆ ବା ଜକଜକ ଦିଶୁଥାଏ — Having a shining back.