ଘୃତପ୍ରମେହ
ପ୍ରମେହ ରୋଗବିଶେଷ — A kind of gonorrhea.
[ଦ୍ରଷ୍ଟବ୍ୟ —ଏଥିରେ ରୋଗୀର ମୂତ୍ର ଘିଅ ପରି ଗାଢ ଓ ଚିକଣା ହୁଏ ହିନ୍ଦୀ - ଶବ୍ଦସାଗର]