Jump to content

ଘୃମିତ

ଉଇକିଅଭିଧାନ‌ରୁ

ଘୃମିତ

ଉଚ୍ଚାରଣ

[ସମ୍ପାଦନା]
(file)

ଗ୍ରାମ୍ୟ - (ପଦ୍ୟ)ବିଶେଷଣ -

[ସମ୍ପାଦନା]
୧. (ସଂସ୍କୃତ - ଘର୍ମିତ) ଘର୍ମଯୁକ୍ତ — ୧. Perspiring.
୨. (ସଂସ୍କୃତ - ଘୂର୍ଣ୍ଣିତ) ଘୂର୍ଣ୍ଣିତ —୨. Turning.

ଘୃମିତ ଇଷିତ ହାସ ଲୋଚନ ଭଙ୍ଗୀ—ପ୍ରାଚୀ ଶିଶୁଶଙ୍କର. ଉଷାଭିଳାଷ