ଘୃଷ୍ଟ
ଦେଖଣା
ଘୃଷ୍ଟ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ସଂସ୍କୃତ - ବିଶେଷଣ - (ଘୃଷ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଘଷା ହୋଇଥିବା — ୧. Rubbed.
- ୨. ଘୋଟା ହୋଇଥିବା; ଘୋରା ବା ବଟା ହୋଇଥିବା — ୨. Pressed with pestle; bruised; pounded.
- ୩. ମାର୍ଜିତ; ପାଲିଶ ହୋଇଥିବା —୩. Polished.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା](ଘୋରହେବା ଯୋଗ୍ୟ ଗନ୍ଧ ଦ୍ରବ୍ୟ) ଅଗୁରୁଚନ୍ଦନ — Aloe-wood.