Jump to content

ଘୃଷ୍ଟତଡିତ୍

ଉଇକିଅଭିଧାନ‌ରୁ

ଘୃଷ୍ଟତଡିତ୍

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ - (ଆଧୁନିକ ବିଜ୍ଞାନ ପରିଭାଷା)

[ସମ୍ପାଦନା]

ଦୁଇ ଦ୍ରବ୍ୟ— (ଯଥା ରେସମ ଓ କାଚ ବା ଗଟାପର୍ଚାର) ଘର୍ଷଣରୁ ଉତ୍ପାଦିତ ବିଦ୍ୟୁତ୍ —Frictional electricity.