Jump to content

ଘୃଷ୍ଟି

ଉଇକିଅଭିଧାନ‌ରୁ

ଘୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]
(file)

ସଂସ୍କୃତ - ବିଶେଷ୍ୟ - (ଘୃଷ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ଘର୍ଷଣ — ୧. Rubbing; friction.
୨. ବାଟିବା —୨. Pounding.
୩. ପ୍ରତିଯୋଗିତା —୩. Rivalary; emulation; competition.
୪. (+କର୍ତ୍ତୃ. ତି; ଯେ ଘାସମୂଳ ପାଇଁ ଥୋମଣରେ ଭୂଇଁକୁ ଘର୍ଷଣ କରେ) ଘୁଷୁରି —Pig; hog; sow.