ଘେଞ୍ଚପେଞ୍ଚ
ଦେଖଣା
ଘେଞ୍ଚପେଞ୍ଚ
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘେଞ୍ଚପେଞ୍ଚ
|
ଦେଶଜ - ବିଶେଷଣ - (ସଂସ୍କୃତ - ଘୃଷ୍ଟପିଷ୍ଟ)
[ସମ୍ପାଦନା]- ୧. ଘେଞ୍ଚ (ଦେଖ) - ୧. Ghen̄cha (See)
- ୨. କୌଣସି କାର୍ଯ୍ୟ କରିବାକୁ ଅନିଚ୍ଛୁକ ବା ପଶ୍ଚାତ୍ପଦ — ୨. Shrinking from doing a work.
- ୩. କୌଣସି କାର୍ଯ୍ୟ କରିବାକୁ ସନ୍ଦିହାନ — ୩. Hesitating to do a work.