ଘେତିବା
ଗ୍ରହଣ କରିବା — To hold; to take; to carry.
ବୁଦ୍ଧି ଇନ୍ଦ୍ରିୟ ଯାହା ଚିନ୍ତି କର୍ମ ଇନ୍ଦ୍ରିୟ ପାଞ୍ଚ ଘେତି—ଜଗନ୍ନାଥ. ଭାଗବତ