ଘେନା
ଦେଖଣା
ଘେନା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଗ୍ରହଣ)
[ସମ୍ପାଦନା]- ୧. ଗ୍ରହଣ — ୧. Bearing; taking; acceptance.
- ୨. ମଞ୍ଜୁର —୨. Granting.
- ୩. (ସଂସ୍କୃତ - ଘୃଣା) ଘୃଣା —୩. Disgust.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଗୃହୀତ ମଞ୍ଜୁର କରାଯିବା — ୧. Accepted; granted; taken.
କେଉଁ ଦୋଷେ ମୋର କୌଶଲ୍ୟାର ଦୁଃଖ ଛାମୁରେ ନ ହେଲା ଘେନା— ରାଧାନାଥ. ପାର୍ବତୀ
- ୨. ଅଙ୍ଗୀକୃତ —୨. Agreed; admitted.
- ୩. ପ୍ରାପ୍ତ —୩. Received.
- ୪. ବିବେଚିତ —୪. Considered.
- ୫. (ଅନ୍ୟ ଶବ୍ଦ ପରେ ଲାଗେ) ଗ୍ରହଣକାରୀ — ୫. Accepting; taking; receiving.