Jump to content

ଘେନାଇ ଯିବା

ଉଇକିଅଭିଧାନ‌ରୁ

ଘେନାଇ ଯିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନେଇ ଯିବା — ୧. To take away.
୨. ଲୋକ ପଠାଇ କୌଣସି ବ୍ୟକ୍ତିକୁ ପାଖକୁ ନେଇ ଯିବା — ୨. To take a person by sending for him.

ଦାରୁଣ ଯମ କି ତୋହରେ ଘେନାଇ ଗଲା ନିଜ ପୁରେ—ଜଗନ୍ନାଥ. ଭାଗବତ

୩. ଲୋକଙ୍କଦ୍ୱାରା ନିଆଇବା — ୩. To cause to be taken or carried.