Jump to content

ଘେନାଘେନି

ଉଇକିଅଭିଧାନ‌ରୁ

ଘେନାଘେନି

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅନ୍ୟର ମନକୁ ନାନା ପ୍ରକାରେ ବୁଝା— ଇବା —୧. Bringing a person to reason by various arguments.
୨. ଟେକାଟେକି; ଖୋସାମତ —୨. Flattery.
୩. ପ୍ରବର୍ତ୍ତାଇବା —୩. Inducement; persuasion.
୪. ମନାଇବା; ଚିତ୍ତରଞ୍ଜନ — ୪. Pleasing one's mind.

ଘଟଫୀନସ୍ତନା ଚାରୁବେଣୀ, ଘେନାଘେନି କେତେ ଜାଣୁ ପୁଣି— କବିସୂର୍ଯ୍ୟ. କବିତା

୫. ଆଦରଭାବ; ଆଦରଯୁକ୍ତ ସ୍ନେହ —୫. Fondling.

ଦଶବାର ଅନାମୟମୋତେ, ଘେନାଘେନି କରି ପଚାରିଲେ ମିତ— କବିସୂର୍ଯ୍ୟ. କିଶୋରୀଚମ୍ପୂ. ଦ. ଗୀତ

୬. ଭାବ —୬. Thought.