Jump to content

ଘେନାଘେନି କରିବା

ଉଇକିଅଭିଧାନ‌ରୁ

ଘେନାଘେନି କରିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ଚାଟୁ କରିବା; ଟେକାଟେକି କରିବା; ଖୋସାମତ କରିବା — To flatter a person.

କହିଲେ ଘେନାଘେନି କରି ଦୁଇ କଥା କୃଷ୍ଣସିଂହ. ମହାଭାରତ. ବନ