Jump to content

ଘେନା କରିବା

ଉଇକିଅଭିଧାନ‌ରୁ

ଘେନା କରିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଗ୍ରହଣ କରିବା — ୧. To accept.
୨. ମଞ୍ଜୁର୍ କରିବା —୨. To grant.

କ୍ଷମାକର ଅପରାଧ ଘେନା ଅଧୀନ ବିନତି—ଭିକାରୀ. ରତ୍ନମାଳୀ