Jump to content

ଘେନା ହେବା

ଉଇକିଅଭିଧାନ‌ରୁ

ଘେନା ହେବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରି. (ଘେନିବାର କର୍ମବାଚ୍ୟରୂପ)

[ସମ୍ପାଦନା]
୧. (ଦୁଃଖ ବା ଗୁହାରି) ଗୃହୀତ ହେବା — ୧. To be accepted.
୨. ବିବେଚିତ ହେବା —୨. To be considered.

ଘେନା ହେଉ ଦିବ୍ୟ—ଅବଧାନେ ଦୂଃଖିଜନ ଗୁହାରି ରାଧାନାଥ. ଭଷା

୩. ମଞୁର କରାଯିବା —୩. To be granted.