Jump to content

ଘେନିଘେନାଇ କହିବା

ଉଇକିଅଭିଧାନ‌ରୁ

ଘେନିଘେନାଇ କହିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମନାଇବା, ଘେନାଘେନି କରି କହିବା; ଚିତ୍ତରଞନପୂର୍ବକ କହିବା — To speak to a person persuasively or in a pleasing manner.

ଘେନିଘେନାଇ ଯାଇ କହିବା ସମଜାଇ ଘଟିଲେ ଏକା ସିନା ଜୀଇଲୁଁ ଗୋ କବିସୂର୍ଯ୍ୟ. କିଶୋରୀଚମ୍ପୂ ଘ. ଗୀତ