ଘେନିଯିବା
ଦେଖଣା
ଘେନିଯିବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଧରି ନେବା; କୌଣସି ବ୍ୟକ୍ତି ବା ବସ୍ତୁକୁ ସ୍ଥାନାନ୍ତରକୁ ନେଇ ଚାଲିଯିବା —୧. To take away; to remove a person or thing personally.
- ୨. (ମନକୁ) ମୁଗ୍ଧ କରିବା —୨. To charm;to enchant e mind) to fascinate.
ସ୍ତୁତି ବା ନିନ୍ଦା କଲା ଲୋକକୁ ମୁଁ ଅନ୍ନ, ଦେଇ କରି ତାଙ୍କର ଘେନିଯାଏ ମନ କୃଷ୍ଣସିଂହ. ମହାଭରତ. ବନ
- ୩. (ଜୀବନ) ନାଶ କରିବା —୩. To take (life).
ଯେବେଟି ଯୁଧୁଷ୍ଠିର ହୋଇଥାନ୍ତେ ସାନ, ତେବେ ମୁଁ ଆଜି ଘେନି ଯାଆନ୍ତି ଜୀବନ କୃଷ୍ଣସିଂହ. ମହାଭରତ. ବନ
- ୪. ଚଳାଇବା —୪. To lead.
ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ—ମଧୁସୂଦନ. ଛନ୍ଦମାଳା