Jump to content

ଘେନି ଉଠିବା

ଉଇକିଅଭିଧାନ‌ରୁ

ଘେନି ଉଠିବା

ଉଚ୍ଚାରଣ

[ସମ୍ପାଦନା]
(file)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ବ୍ୟଙ୍ଗ) ସୁନ୍ଦର ଦେଖା ଯିବା; ଶୋଭା ପାଇବା —୧. (ironical) To look grand.
୨. (ଘାଆ ଆଦି) ପ୍ରକୂପିତ ହେବା — ୨. To become intensified (said of sores)