ଘେନି ଦେବା
ଦେଖଣା
ଘେନି ଦେବା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ -
[ସମ୍ପାଦନା]- ୧. ପିନ୍ଧାଇବା; ଭୂଷିତ କରାଇବା —୧. To adorn another.
- ୨. କିଣି କରି କୌଣସି ବ୍ୟକ୍ତିକୁ କୌଣସି ଦ୍ରବ୍ୟ ଯୋଗାଇବା — ୨. To supply a thing by purchasing it.
ମାଗୁର ମାଛର ମୁଖ ଚେପଟା, ଟେଙ୍ଗଣା ମାଛର କଁଟା, ଆମ ସୁରୁନୁନି ସପୁର୍ଅଁଟା, ଘେନି ଦେବା କୋଷାମଠା ଢଗ