ଘେରବନ୍ଦି
ଦେଖଣା
ଘେରବନ୍ଦି
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଚାରିଆଡ଼େ ବାଡ଼ାବନ୍ଦି — ୧. Surrounding with fence; the fencing or enclosing of a space.
- ୨. ଜମିର ଚତୁର୍ଦ୍ଦିଗସ୍ଥ ପରିଧିର ମାପ —୨. Circuit- survey; survey along the circult or boundary of a land.
ଦେଶଜ - ବିଶେଷଣ -
[ସମ୍ପାଦନା]ଚାରିଆଡ଼େ ବାଡ଼ଦ୍ୱାରା ବେଷ୍ଟିତ ହୋଇଥିବା — Enclosed by a fence on all sides.