ଘେରା
ଦେଖଣା
ଘେରା
ଉଚ୍ଚାରଣ
[ସମ୍ପାଦନା]| ଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଘେର (ଦେଖ) - ୧. Ghera (See)
- ୨. ଚାରି ପାଖରେ ବୁଲିବା; ପ୍ରଦକ୍ଷିଣ —୨. Going round; circuit; circumambulation.
- ୩. ଭରା; ଥରେ ଚାରି ପାଖରେ ବୁଲି ଆସିବା — ୩. One circuit.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବେଷ୍ଟିତ — ୧. Surrounded.
- ୨. ବାଡ଼ଦ୍ୱାରା ଚାରିଦିଗରେ ଅବରୁଦ୍ଧ — ୨. Fenced all round; enclosed.