ଘେର ପକାଇବା
(ଘେର ବୁଲାଇବା—ଅନ୍ୟରୂପ)
କୌଣସି ବସ୍ତୁ ବା ସ୍ଥାନକୁ ଚାରିଆଡ଼େ ଦଉଡ଼ି ବା ବାଡ଼ଦ୍ୱାରା ବେଷ୍ଟନ କରିବା; ଘେରାଇବା — To enclose a space or thing by a circular enclosure.