Jump to content

ଘୋଡ଼ଙ୍ଗ

ଉଇକିଅଭିଧାନ‌ରୁ

ଘୋଡ଼ଙ୍ଗ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୋଟକ+ଅଙ୍ଗ)

[ସମ୍ପାଦନା]

ଘୋଡ଼ା ତୁଲ୍ୟ ଆକାର ଓ ଟାପୁ ଥିବା ବନ୍ୟ ପଶୁବିଶେଷ —Equs Hemionus; a wild beast; zebra; an elk.

[ଦ୍ରଷ୍ଟବ୍ୟ —ଏହାର ବେକ ଉପରେ କେଶର ବେକ ଉପରେ ଠିଆ ହୋଇ ରହି ଥାଏ; ବେକ ଠାରୁ ଲାଞ୍ଜ ପର୍ଯ୍ୟନ୍ତ ଗୋଟିଏ ଖଇରା ଡରା ଥାଏ, କାନ ଘୋଡ଼ାକାନଠାରୁ ଲମ୍ୱ; ଘୋଡ଼ଙ୍ଗର ମାଂସ ଅଖାଦ୍ୟ ଏ ପ୍ରତିଦିନ ରାତିରେ ଆସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ମଳ ତ୍ୟାଗ କରେ]