ଘୋଡ଼ମେଇବା
ଦେଖଣା
ଘୋଡ଼ମେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୋଡ଼ମେଇବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଘୋଟକାୟତେ)
[ସମ୍ପାଦନା]ହାମୁଡ଼େଇ ଚାଲିବା; ଦୁଇ ହାତ ଓ ଦୁଇ ଆଣ୍ଠୁ ସାହାଯ୍ୟରେ ଗତି କରିବା; ଗୁରୁଣ୍ଡିବା —To creep; to move on all fours (with the hands and knees on the ground like a horse).