ଘୋଡ଼ଲାଗି
ଦେବମୂର୍ତ୍ତିମାନଙ୍କୁ ଶୀତକାଳରେ ଶୀତବସ୍ତ୍ର ପରିଧାନ କରାଇବାର ବିଧି —The practise of putting on cloaks on the bodies of idols during the winter.
ଘୋଡ଼ ପିନ୍ଧିଥିବା (ଦେବପ୍ରତିମା) — (an idol) Wearing the winter-cloak.