ଘୋଡ଼ାଗାଡ଼ି
ଘୋଡ଼ାଗାଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୋଟକ+ଗନ୍ତ୍ରୀ)
[ସମ୍ପାଦନା]ଅଶ୍ୱଦ୍ୱାରା ଟଣାଯିବା ଦ୍ୱିଚକ୍ର ବା ଚତୁଶ୍ଚକ୍ର ଯାନ; ବଗୀ — Horse-carriage.
(ଗାଡ଼ି ତଳେ ନୋଟ ଦେଖ — See notes under Gā&rline;ḍ̠i.)
[ଦ୍ରଷ୍ଟବ୍ୟ —ଘୋଡ଼ାଗାଡ଼ି ଅନେକ ପ୍ରକାର; ଯଥା—ଚରିଚକିଆ — Four-wheeled carriage.]
ଟମ୍ଟମ୍ (ଏକ ଘୋଡ଼ା ଟାଣିବା ହାଲୁକା ଗାଡ଼ି) — Buggy; dog-cart.
ଦୁଇ, ତିନି ବା ଚାରି ଘୋଡ଼ା ଟାଣିବା ଭାରି ଗାଡ଼ି — Carriage drawn by two or more horses.
ଛୋଟ ଓ ବଡ଼ ପାଲ୍କୀଗାଡ଼ି —Brownberry.
ଫିଟନ୍ଗାଡ଼ି —Phaeton.
ଦୋମହଲା ଗାଡ଼ି (ବିଲାତୀ) —Omnibus; bus.
ଏକା ଗାଡ଼ି (ପଶ୍ଚିମ ଭାରତ), ଝଟିକା (ଗଞ୍ଜାମ, ମାନ୍ଦ୍ରାଜ) A two-wheeled covered cart drawn by a horse.
ରୋଗୀବୁହା ଗାଡ଼ି —Ambulance car.
ଡ଼ାକବୁହା ଗାଡ଼ି —Mail carriage.
ବ୍ରହାମ୍ ଗାଡ଼ି —Brougham
କେଉଁ କେଉଁ ଗାଡ଼ିରେ ଏକ, କେଉଁଥିରେ ଦୁଇ, କେଉଁଥିରେ ତିନି ବା ତତୋଽଧିକ ଘୋଡ଼ା ଯୋଚା ହୁଅନ୍ତି ବର୍ତ୍ତମାନ ଟ୍ରାମ୍, ମଚର ଓ ରେଳଗାଡ଼ିରେ ଲୋକେ ବେଶି ଯିବାଆସିବା କରିବାରୁ ଘୋଡ଼ାଗାଡ଼ିରେ ବ୍ୟବହାର ଢେର କମି ଯାଉଛି]