Jump to content

ଘୋଡ଼ାଛାଟିଆ

ଉଇକିଅଭିଧାନ‌ରୁ

ଘୋଡ଼ାଛାଟିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ପିଚୁଳ)

[ସମ୍ପାଦନା]

(ବୈଦ୍ୟକ) ଗୁଳ୍ମବିଶେଷ — Tamarisk Dioca.

[ଦ୍ରଷ୍ଟବ୍ୟ —ଏହା ସିନ୍ଧୁ ଓ ପଞ୍ଜାବରୁ ଆନୀତ ଏହା ନଦୀକୂଳରେ ବା ନଦୀଗର୍ଭର ବାଲିରେ ଉଠେ ଏହାର ଛେଲିର ଭିତରପାଖ ନାଲି, ବାହାରପାଖ ଧଲା, କାଠ ଅଳ୍ପ ଶ୍କ୍ତ, ଫୁଲଗୁଡ଼ିକ ଈଷତ୍ ନାଲି, କଢ଼ ଓ ଶାଖ ଔଷଧରେ ବ୍ୟବହୃତ ହୁଏ (Kirtikar)]