Jump to content

ଘୋଡ଼ାଡିମ୍ୱ

ଉଇକିଅଭିଧାନ‌ରୁ

ଘୋଡ଼ାଡିମ୍ୱ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ)

[ସମ୍ପାଦନା]
୧. ଅଳିକ ପଦାର୍ଥ; ଅବାସ୍ତବ ବସ୍ତୁ —୧. A non-existing thing.
୨. କିଛି ନାହିଁ —୨. Nothing.