Jump to content

ଘୋଡ଼ାମାଛି

ଉଇକିଅଭିଧାନ‌ରୁ

ଘୋଡ଼ାମାଛି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୋଟକ+ମକ୍ଷିକା)

[ସମ୍ପାଦନା]

ଏକପ୍ରକାର ପାଉଁଶିଆ ରଙ୍ଗର ବଡ଼ ଡ଼ାଉଁଶ; ଡ଼ାଆଁଶ —Horse-fly.

[ଦ୍ରଷ୍ଟବ୍ୟ —ଏମାନେ ଘୋଡ଼ାଙ୍କ ଦେହରେ ଲାଗିଲେ ଘୋଡ଼ା ଅତି ବିକଳ ଓ ଅସ୍ଥିର ହୁଅନ୍ତି]