Jump to content

ଘୋଡ଼ାମୁହାଁ

ଉଇକିଅଭିଧାନ‌ରୁ

ଘୋଡ଼ାମୁହାଁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ଘୋଡ଼ାମୁହୀଁ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଲମ୍ୱ ମୁଖବିଶିଷ୍ଟ — ୧. Having a long face.
୨. ନିର୍ଲଜ୍ଜ —୨. Shameless.
୩. ଅଯୋଗ୍ୟ —୩. Worthless.

କୂଳକ୍ଷୟ ବେଳକୁ ଘୋଡ଼ାମୁହାଁ ପୁଅ ଜାତ—ଢଗ