Jump to content

ଘୋଡ଼ାଲାଗି ଯାତ

ଉଇକିଅଭିଧାନ‌ରୁ

ଘୋଡ଼ାଲାଗି ଯାତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଢ଼ଣ ଷଷ୍ଠୀ ଯାତ୍ରା; ପ୍ରାବରଣ ଷଷ୍ଠୀ ଯାତ୍ରା; ମାର୍ଗଶିର ଶୁକ୍ଳ ଷଷ୍ଠୀ ପର୍ବ —A festival observed on the ୬th day of the bright fortnight of Mārgaṡira from which day a warm cloak is put on idols for the winter.

[ଦ୍ରଷ୍ଟବ୍ୟ —ଏହି ଦିନଠାରୁ ଦେବତାମାନେ ଘୋଡ଼ ବା ଶୀତବସ୍ତ୍ର ଲାଗି ହୁଅନ୍ତି ଏହି ଦିନ ଜଗନ୍ନାଥ ଓ ଲିଙ୍ଗରାଜଦେବଙ୍କ ଯାତ୍ରା ହୁଏ]