ଘୋଡ଼ା ଟିପିବା
ଦେଖଣା
ଘୋଡ଼ା ଟିପିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୋଡ଼ା ଟିପିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘୋଡ଼ାରେ ଚଢ଼ି ଘୋଡ଼ାକୁ ଦ୍ରୁତ— ଗତିରେ ଚଳାଇବା —୧. To cause a horse to run by riding on it.
- ୨. ବନ୍ଧୁକର ଘୋଡ଼ାକୁ ଚାଳିତ କରି ନଳିର ପାର୍ଶ୍ୱସ୍ଥ ଛିଦ୍ରରେ ଅନ୍ନି ସଂଯୋଗ କରିବା —୨. To pull the trigger of a breach-loader gun.