Jump to content

ଘୋଡ଼ା ଦଉଡ଼

ଉଇକିଅଭିଧାନ‌ରୁ

ଘୋଡ଼ା ଦଉଡ଼

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଘୋଟକ=ଧାବନ)

[ସମ୍ପାଦନା]
୧. ଅଶ୍ୱର ଦ୍ରୁତଗତି — ୧. Running of a horse.
୨. ଅପରାଧୀକୁ ଦିଆଯିବା ଦଣ୍ଡବିଶେଷ — ୨. A punishment meted out to offenders.

[ଦ୍ରଷ୍ଟବ୍ୟ —ଏଥିରେ ଅପରାଧୀକୁ ପଛଆଡ଼ୁ ବେକପାଖରୁ ଜଣେ ହାବୁକା ଦେଇଦେଇବା ଘୋଡ଼ା ପରି ଦଉଡ଼ାଉଥାଏ]