ଘୋଡ଼ା ମାରିଦେବା
ଦେଖଣା
ଘୋଡ଼ା ମାରିଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଘୋଡ଼ା ମାରିଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘୋଡ଼ାରେ ଚଢ଼ି ଦୂର ଦେଶ (ସ୍ଥାନ)କୁ ଯିବା — ୧. To ride to a distance.
- ୨. ଘୋଡ଼ାରେ ଚଢି ଘୋଡ଼ାକୁ ଝପଟାଇବା — ୨. To cause a horse to gallop.
(ଯଥା—ସାହେବ କଟକରୁ କୁଜଙ୍ଗକୁ ଘୋଡ଼ା ମାରିଦେଲେ)