ଘୋଡ଼ା ହେବା
ଦେଖଣା
ଘୋଡ଼ା ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ଘୋଡ଼ାଇବା କ୍ରିୟାର କର୍ମବାଚ୍ୟ)
[ସମ୍ପାଦନା]- ୧. ଘୋଡ଼ା ଯିବା (ଦେଖ) - ୧. Ghṟḍ̠ā jibā (See)
ସୋରିଷ ଫାଳକରେ ହିମବନ୍ତ ଗିରି ଘୋଡ଼ା ହୋଇଅଛି କି ଶୁଣିଛ ଦଣ୍ଡ଼ଧାରି କୃଷ୍ଣସିଂହ. ମହାଭାରତ. ବନ
- ୨. (ଲକ୍ଷଣାର୍ଥ) ବହୁ ସମୟ ଛିଡ଼ା ହୋଇ ରହିବା — ୨. (fig.) To stand for a long time; to dance attendance.
- ୩. (ସଂସ୍କୃତ - ଘୋଟକାୟତେ) ମନୁଷ୍ୟ ଦୁଇହାତ ଓ ଦୁଇଗୋଡ଼ ଭୂମିରେ ଲଗାଇ ଗତି କରିବା ବା ଅବସ୍ଥାନ କରିବା — ୩. (a man) To creep or stand on the ground with the help of the two knees and two hands.