Jump to content

ଘୋଡ଼ିଙ୍ଗ

ଉଇକିଅଭିଧାନ‌ରୁ

ଘୋଡ଼ିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଘୋଡ଼ା ପରି ଲାଞ୍ଜ ଥିବା ଏକ ପ୍ରକାର ଫିକା— ହଳଦିଆ ବାଘ —୧. A species of pale-yellowish grey tiger with bushy tail; The ounce or snow leopard; Felis Uncia (Burke; the Indian field-shikar-book).

[ଦ୍ରଷ୍ଟବ୍ୟ —ଏମାନେ କଟକ ନିକଟବର୍ତ୍ତୀ ନଈପଠାରେ ଦେଖାଯାଆନ୍ତି ଓ ବାଛୁରୀ ଓ ଛେଳି ଆଦି ଜନ୍ତୁଙ୍କ ମାରି ଖାଆନ୍ତି ଏହା ଛଡ଼ା ବାଘ ଜାତୀୟ ଅନ୍ୟ କୋଣସି ଜନ୍ତୁର ଝାମ୍ପୁଡ଼ା ଲାଞ୍ଜ ନାହିଁ ଓଡ଼ିଶାର ଅନ୍ୟତ୍ର ଏ ଦେଖାଯାଏ ନାହିଁ ସମ୍ଭବତଃ ମହାନଦୀର ବଢିରେ ଦୂର ଦେଶର ଜଙ୍ଗଲରୁ ଗୋଟା କେତେ ଭାସି ଆସି ନଈ ପଠାରେ ଏମାନଙ୍କ ବଂଶବୃଦ୍ଧି ହୋଇଅଛି ଏମାନେ ମନୁଷ୍ୟକୁ ଆକ୍ରମଣ କରନ୍ତି ନାହିଁ]

୨. ଘୋଡ଼ାଙ୍ଗ (ଦେଖ) - ୨. Ghoṟḍ̠aṅga (See)