Jump to content

ଘୋଡ଼ିବା

ଉଇକିଅଭିଧାନ‌ରୁ

ଘୋଡ଼ିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଘୋଡ଼ାଇବା (ଦେଖ) - ୧. Ghoṟḍ̠āibā (See)

ବଢିଲେ ଜଡ଼ିଲେ ଘୋଡ଼ିଲେ ଭାଲାର୍ଦ୍ଧ ବେଢି ଚକୋରପନ୍ତି ଅଳକା— ଭଞ୍ଜ. ବୈଦହୀଶବିଳାସ

୨. (ହ଼ୃଦୟ, ମନ) ଅଧିକାର କରିବା —୨. To take possession oof (the mind or heart.)

ସାହେବଙ୍କ ମୂର୍ତ୍ତି ହୃଦୟ ଯାକ ଘୋଡ଼ି ଗଲାଣି—ରାଧାନାଥ. ବିବେକୀ