ଘୋଡ଼େଇଘୋଡ଼େଇ ହେବା
ଦେଖଣା
ଘୋଡ଼େଇଘୋଡ଼େଇ ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ଆଖିପତା) ନିଦ୍ରା, ତନ୍ଦ୍ରା ବା ଆଳସ୍ୟ ହେତୁରୁ ବାରଂବାର ବୁଜି ହୋଇଯିବା —୧. (the eyelids) To become repeatedly closed owing to sleepiness.
- ୨. (ମେଘ) ଆକାଶକୁ ଅଳ୍ପ ଢାଙ୍କି ପୁଣି ଛାଡ଼ି ପୁଣି ଢାଙ୍କିବା — ୨. (the clouds) To overcast the sky and to clear up at intervals.