Jump to content

ଘୋଣା

ଉଇକିଅଭିଧାନ‌ରୁ

ଘୋଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଘୁଣ ଧାତୁ=ଭ୍ରମଣ କରିବା+କର୍ତ୍ତୃ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ନାସିକା; ନାକପୁଡ଼ା —୧. Nose; nostril.
୨. ଘୋଡ଼ାର ନାକପୁଡ଼ା —୨. The nostrils of a horse.

ଅନିଳ ଉଗାରି—ଘୋଣା ନିଃମୃତ—ଫୁତ୍କାରେ ବ୍ୟସ୍ତ ପଳାଇଲେ ଅଶ୍ୱ— ରାଧାନାଥ. ମହାଯାତ୍ରା

୩. ଥୋମଣି —୩. Snout.
୪. ଘୁଷୁରି ବା ବରାହର ଥୋମଣି —୪. The snout of a hog or boar.