Jump to content

ଘୋଣୀ

ଉଇକିଅଭିଧାନ‌ରୁ

ଘୋଣୀ

ଉଚ୍ଚାରଣ

[ସମ୍ପାଦନା]
(ଘୋଣିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ଘୋଣା+ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଶୂକର; ଘୁଷୁରି —୧. Pig; hog.
୨. ବରାହ; ବାର୍ହା —୨. Boar.