Jump to content

ଘୋରଣା

ଉଇକିଅଭିଧାନ‌ରୁ

ଘୋରଣା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୂର୍ଣ୍ଣ ଧାତୁ)

[ସମ୍ପାଦନା]
୧. ଯେଉଁ କାଠଦ୍ୱାରା ନିଆଁ ଉପରେ ସିଦ୍ଧ କରାଯାଉଥିଲା ଡ଼ାଲି ତିଅଣ ଆଦି ଘୋରିବାକୁ ବା ଘାଣ୍ଟି ହୁଏ; ଚଟୁ — ୧. A rod for strring up boiling curry, dal etc.
୨. ଚକି; ପେଷଣା; ଚୁରିବା ଯନ୍ତ୍ର — ୨. Pounding machine; mill-stone.