ଘୋରାସଜ
ଦେଖଣା
ଘୋରାସଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶିଶୁମାନଙ୍କ ନିମନ୍ତେ ସଂଗୃହୀତ ଟୂଣୁକା ଔଷଧ — A collection of simple herbs and spices given to infants while ailng from different ailments.
[ଦ୍ରଷ୍ଟବ୍ୟ —ବଚ, ଶୁଣ୍ଠି, ପିପ୍ପଳୀ, ଜାଇଫଳ, ଲବଙ୍ଗ ଇତ୍ୟାଦିକୁ ପାଲେଇତୀମାନେ ଗୋଟିଏ ପେଡ଼ି ବା ମଣିରେ ସାଇତି କରି ରଖି— ଥାଆନ୍ତି ପିଲାର ଦେହ ଅସୁସ୍ଥ ହେଲେ ରୋଗକୁ ଚାହି ଯେଉଁ ଜିନିସ ଦିଆଯିବାର ତାକୁ ପିଲାକୁ ଦିଅନ୍ତି ସାଧାରଣତଃ ଏ ଦ୍ରବ୍ୟମାନ ଚନ୍ଦନପେଡ଼ି ବା ଖଲରେ ଘୋରା ହୋଇ ମାଆ ଦୁଧ ସଙ୍ଗେ ମିଶାଯାଇ ଶିଶୁଙ୍କୁ ଦିଆ ଯିବାରୁ ଏହି ସଂଗ୍ରହର ନାମ ଘୋରାସଜ]