Jump to content

ଘୋରିବା

ଉଇକିଅଭିଧାନ‌ରୁ

ଘୋରିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣାୟମାନ; ତୁଳ. ପ୍ରା. ଘୋଳମାଣ)

[ସମ୍ପାଦନା]
୧. ଘସି ଘସି ଛିଣ୍ଡ଼ାଇବା — ୧. To wear away by rubbing.
୨. ଚନ୍ଦନକାଠ ଆଦିକୁ ପାଣି ଦେଇ ପଥରରେ ଘଷିବା —୨. To rub into a paste.

ଘୋରି ଘୋର ଜାଙ୍ଗଳ ଜହର ତୁଲେ ତାହା ପିଇଲୁ ରେ—କବିସୂର୍ଯ୍ୟ. କିଶୋରୀଚମ୍ପୂ. ଘ. ଗୀତ

୩. ଡ଼ାଲି ଓ ତିଅଣକୁ ଅଣକ ବା ଚଟୁଦ୍ୱାରା ଘାଣ୍ଟି ଘନ ଓ ତରଳ ପଦାର୍ଥକୁ ମିଶାଇ ପାଣିଆ କରିବା; ଗୋଳିବା — ୩. To stir up dal or curry into a constitent or soft paste with the end of a wodden spoon or ladle.
୪. ଘୋଟିବା ତଳେ ନୋଟ ଦେଖ — ୪. See notes under Ghoṭibā