ଘୋରି ହେବା
ଦେଖଣା
ଘୋରି ହେବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଘୋରିବାର କର୍ମବାଚ୍ୟରୂପ — ୧. Passive voice of Ghoribā
- ୨. ଘର୍ଷଣଦ୍ୱାରା କ୍ଷୟପ୍ରାପ୍ତ ହେବା — ୨. To be decayed or worn out by constant rubbing.
ଗ୍ରାମ୍ୟ - (ଇତର)କ୍ରି
[ସମ୍ପାଦନା]ଶରୀରକୁ ବସ୍ତ୍ରଦ୍ୱାରା ଆବୃତ କରିବା; ଘୋଡ଼ି ହେବା —To cover one's body with a cloth.