Jump to content

ଘୋଳ

ଉଇକିଅଭିଧାନ‌ରୁ

ଘୋଳ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ଘୁର୍ ଧାତୁ+କର୍ମ. ଅ)

[ସମ୍ପାଦନା]

ବସାଦହିରେ ପାଣି ନ ମିଶାଇ ମୋହିଁବାଦ୍ୱାରା ଯେଉଁ ଦହି ବାହାରେ; ମୂହାଁ ହୋଇଥିବା ନିର୍ଜଳ ବସାଦହି; ତନ୍ତ୍ର — Butter-milk; coagulated milk churned without adding water to it.


ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଘୋଲ)

[ସମ୍ପାଦନା]
୧. ବସାଦହିରେ ପାଣି ମିଶାଇ ମୁହାଁଇ ଲହୁଣୀ ବାହାରକରାଯାଇଥିବା ତରଳ ଦହି — ୧. Watered-whey.

[ଦ୍ରଷ୍ଟବ୍ୟ —ସଂସ୍କୃତରେ ଘୋଳର ଅର୍ଥ ମୁହାଁହୋଇଥିବା ନିର୍ଜଳ ବାସାଦହି; ଓଡ଼ିଶାରେ ଘୋଳର ଅର୍ଥ ପାଣି ମିଶାଯାଇ ମିହାଁ ହୋଇଥିବା ବସାଦହି]

୨. ଗଳିଆ (ଦେଖ) - —୨. Gaḻiā (See)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]

(ପାଚିଲା ଆମ୍ୱ, ଡିମ୍ୱ ପ୍ରଭୃତିର ମଧ୍ୟରେ ଥିବା) ବିକୃତ ଓ ତରଳିତ (ଅଂଶ) —Muddled (contents); of an over-ripe mango or stale egg); become spoiled.