Jump to content

ଘୋଳା

ଉଇକିଅଭିଧାନ‌ରୁ

ଘୋଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଘୂର୍ଣ୍ଣନ; ପ୍ରା. ଘୂଳନ)

[ସମ୍ପାଦନା]

ଘୋଳା ବିନ୍ଧା (ଦେଖ) - Ghoḻā bindhā (See)

ଘୋଳାରେ ପଛେ ମରୁଁ ଆଜୁ ତୋ ହୁକୁମରୁ ନିକୁଞ୍ଜ ଦଉଡ଼କୁ ରହିଲୁଁ ଗୋ କବିସୂର୍ଯ୍ୟ. କିଶୋରୀଚମ୍ପୁ ଘ. ଗୀତ

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଗୋଳିଆ; ଆବିଳ — ୧. Trubid; muddled.
୨. କର୍ଦ୍ଦମାକ୍ତ —୨. Muddy.
୩. ଗୋଳମାଳିଆ ହୋଇଯିବା —୩. Confused.